29.1 C
Bhubaneswar
Friday, May 9, 2025
Homeଓଡିଶାପାଣିରେ ବୁଡି ୨ ଛାତ୍ର ମୃତ

ପାଣିରେ ବୁଡି ୨ ଛାତ୍ର ମୃତ

କେଉଁଝର: ଗାଧୋଉଥିବା ବେଳେ ପାଣିରେ ବୁଡି ୨ ଛାତ୍ରଙ୍କର ମୃତ୍ୟୁ ହୋଇଛି । ସରେଇ ବୈତରଣୀ ନଦୀ କେଶରୀ କୁଣ୍ଡରେ ବୁଡିଗଲେ । ଏଭଳି ଏକ ଦୁଃଖଦ ଘଟଣା କେଉଁଝର ଜିଲ୍ଲା  ଯୋଡାରେ ଘଟିଛି । ୮ ଜଣ ସାଙ୍ଗ ହୋଇ ନଦୀକୁ  ଗାଧୋଇବାକୁ ଯାଇଥିଲେ । ଗାଧୋଇବା ବେଳେ ୨ ଜଣ ବୁଡିଯାଇଥିଲେ । ପରିବାରରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking