27.1 C
Bhubaneswar
Saturday, May 3, 2025
Homeଓଡିଶାଗାଧୋଇବା ବେଳେ ବୁଡ଼ିଗଲେ ୨ ଛାତ୍ର

ଗାଧୋଇବା ବେଳେ ବୁଡ଼ିଗଲେ ୨ ଛାତ୍ର

ଚମ୍ପୁଆ:  ଗାଧୋଇବା ବେଳେ ବୁଡ଼ିଗଲେ ୨ ଦଶମ ଛାତ୍ର। ସରେଇ ବୈତରଣୀ ନଦୀ କେଶରୀ କୁଣ୍ଡରେ ଗାଧୋଇବା ବେଳେ ଦୁଇ ଛାତ୍ର ବୁଡି ଯାଇ ମୃତ୍ୟୁବରଣ କରିଛନ୍ତି। ମୃତ ଛାତ୍ରଙ୍କ ମଧ୍ୟରୁ ଜଣେ ଚମ୍ପୁଆ କେରଳା ଇଂରାଜୀ ମିଡିୟମ ବିଦ୍ୟାଳୟର ଛାତ୍ର ବୋଲି ଜଣାପଡିଛି। ୮ ଜଣ ଛାତ୍ର ସାଙ୍ଗହୋଇ ଗାଧୋଇବା ବେଳେ ୨ ଜଣ ବୁଡିଯାଇଥିବା ଜଣାପଡିଛି। ସମସ୍ତ ଛାତ୍ର ରାମଲାର ଏକ ଘରୋଇ ହଷ୍ଟେଲରେ ରହୁଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking