26.1 C
Bhubaneswar
Wednesday, February 11, 2026
Homeଓଡିଶାକୁଆଖାଇରେ ବୁଡି ୨ ଛାତ୍ର ମୃତ

କୁଆଖାଇରେ ବୁଡି ୨ ଛାତ୍ର ମୃତ

ଭୁବନେଶ୍ୱର: ସରସ୍ୱତୀ ମୂର୍ତ୍ତି ବିସର୍ଜନ ବେଳେ ବୁଡିଗଲେ ୨ ଛାତ୍ର । ରାଜଧାନୀ ଉପକଣ୍ଠ ବାଲିଅନ୍ତା ବ୍ଲକ । ସତ୍ୟଭାମାପୁର ପଞ୍ଚାୟତ ଅଧିନ ରଙ୍ଗବଜାର ନିକଟରେ ସରସ୍ୱତୀ ମୂର୍ତ୍ତି ବିସର୍ଜନ କରୁଥିବା ବେଳେ ଅଘଟଣ ଘଟିଛି । କୁଆଖାଇରେ ବୁଡି ପୁଣି ଦୁଇ ମୁଣ୍ଡ ଯାଇଛି । ବାଲିଅନ୍ତାପୁର ସୂଚନା ଅନୁସାରେ ଦୁଇ ମୃତକ ହେଉଛନ୍ତି ଭୁବନେଶ୍ୱର ୟୁନିଟ ୬ କାଳୀମନ୍ଦିର ଅଞ୍ଚଳର ୧୫ ବର୍ଷୀୟ ଛାତ୍ର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking