14.1 C
Bhubaneswar
Sunday, December 7, 2025
Homeଓଡିଶାବାପାକୁ ପିଟିପିଟି ମାରିଦେଲେ ୨ ପୁଅ

ବାପାକୁ ପିଟିପିଟି ମାରିଦେଲେ ୨ ପୁଅ

ଖଲ୍ଲିକୋଟ: ବାପାକୁ ପିଟିପିଟି ହତ୍ୟା କଲେ ପୁଅ ।  ହେମଦସ୍ତା ବାଡିରେ  ପିଟି  ବାପାର ପ୍ରାଣ ନେଲେ ୨ ପୁଅ । ପାରିବାରିକ  କଳହକୁ କେନ୍ଦ୍ର କରି ହତ୍ୟାକାଣ୍ଡ କରିଥିବା ନେଇ ସୂଚନା  ରହିଛି । ପୁରୁଷୋତ୍ତମପୁର କୁଶପୁର  ଗାଁରେ ହତ୍ୟାକାଣ୍ଡ ଘଟିଛି । ଘଟଣାସ୍ଥଳରେ ପହଞ୍ଚି  ପୁଲିସ ତଦନ୍ତ ଚଳାଇଛି । ପରିବାରରେ  ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking