ଭୁବନେଶ୍ୱର: ଓଡିଶାରୁ ସିକ୍କିମ ଗସ୍ତରେ ଗଲେ ୨ ବରିଷ୍ଠ ଅଧିକାରୀ । ଏସଟିଏର ଅତିରିକ୍ତ କମିଶନର ଦୀପ୍ତି ପାତ୍ର , ଜଏଣ୍ଟ କମିଶନର ବିକାଶ ଚୌଧୁରୀ ସିକ୍କିମ ଗଲେ । ଏନେଇ ସୂଚନା ଦେଲେ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତା ଓ ସୁରକ୍ଷିତ ପ୍ରତ୍ୟାବର୍ତ୍ତନରେ ସହେଯାଗ କରିବେ । ସିକ୍କିମ ସରକାରଙ୍କ ସହ ଓଡିଶା ସରକାର ନିରନ୍ତର ଯୋଗାଯୋଗରେ ଅଛନ୍ତି ।










