24.1 C
Bhubaneswar
Friday, January 16, 2026
Homeଓଡିଶା୨ ବିଧାୟକଙ୍କୁ ବିଜେପିକୁ ଟେକି ଦିଆଗଲା: ଭକ୍ତ

୨ ବିଧାୟକଙ୍କୁ ବିଜେପିକୁ ଟେକି ଦିଆଗଲା: ଭକ୍ତ

ଭୁବନେଶ୍ୱର: ବିଜେଡିରେ ୨ ବିଧାୟକ ନିଲମ୍ବନ ନେଇ ଭକ୍ତଦାସ ପ୍ରତିକ୍ରିୟା ରଖି କହିଛନ୍ତି , ୨ ବିଧାୟକଙ୍କୁ ବିଜେିକୁ ଟେକି ଦିଆଗଲା । ଏହା ଆରମ୍ଭ । ୨ ମାସ ଭିତରେ ରାଜ୍ୟସଭା ପୂର୍ବରୁ ଆହୁରି ଟେକି ଦେବେ । ବିଜେପିକୁ ମଜଭୁତ କରିବ ବିଜେଡି ଏଭଳି କହିଛନ୍ତି, ଭକ୍ତ ।ସୂଚନାଥାଉକି, ଗତକାଲି ଦଳ ବିରୋଧୀ କାର୍ଯ୍ୟ ପାଇଁ କେନ୍ଦୁଝର ବିଧାୟକ ସନାତନ ମହାକୁଡ ଏବଂ ।ଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡି ସଭାତି ନବୀନ ପଟ୍ଟନାୟକ ଦଳରୁ ବହିଷ୍କାର କରିଥିଲେ । ବିଜେଡିରୁ ନେତାମାନଙ୍କୁ ବହିଷ୍କାର କରିବା ଏହା ଏକ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking