16.1 C
Bhubaneswar
Thursday, February 5, 2026
Homeଓଡିଶାକାଠଯୋଡିରେ ୨ ନାବାଳକ ନିଖୋଜ

କାଠଯୋଡିରେ ୨ ନାବାଳକ ନିଖୋଜ

କଟକ: ଖାନନଗର ନିକଟରେ କାଠେଯାଡିରେ ୨ ନାବାଳକ ନିଖୋଜ ହୋଇଯାଇଥିବା ନେଇ ଖବର ସାମ୍ନାକୁ ଆସିଛି । କାଠଯୋଡି ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ନିଖୋଜ ହୋଇଥିବା ନେଇ ଜଣାପଡିଛି । ନିଖୋଜ ୨ ନାବାଳକଙ୍କ ପରିଚୟ ମିଳିପାରିନଥିବା ବେଳେ ଉଭୟ ଭଗତପୁର ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଖୋଜଙ୍କୁ ଖୋଜାଖୋଜି କରୁଛି । ତେବେ କେଉଁ ପରିସ୍ଥିତିରେ ଅଭଳି ଅଘଟଣ ଘଟିଛି ସେନେଇ ତଦନ୍ତ କରୁଛି ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking