17.1 C
Bhubaneswar
Tuesday, February 3, 2026
Homeଓଡିଶାନଦୀରେ ବୁଡ଼ି ୨ ନାବାଳକ ମୃତ

ନଦୀରେ ବୁଡ଼ି ୨ ନାବାଳକ ମୃତ

ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ବଡ ଅଘଟଣ ଘଟିଛି। ନଦୀରେ ବୁଡ଼ି ୨ ନାବାଳକ ମୃତ। ମୃତକମାନଙ୍କର ପରିଚୟ ମିଳିପାରି ନାହିଁ। ସୂଚନା ଅନୁସାରେ, ଆଜି ଅପରାହ୍ନରେ ଗଂଜାମ ଜିଲ୍ଲାରେ ପ୍ରବାହିତ ବାହୁଦା ନଦୀର ଗଣ୍ଡ ନିକଟରେ ଗାଧୋଉଥିବା ବେଳେ ଦୁଇ ଜଣ ନାବାଳକ ଛାତ୍ର ବୁଡି ମୃତ୍ୟୁବରଣ କରିଛନ୍ତି। ନାବାଳକ ଛାତ୍ରମାନେ ସେମାନଙ୍କର ସାଙ୍ଗମାନଙ୍କର ସହିତ ଗାଧୋଇବାକୁ ଯାଇଥିଲେ ଏବଂ ଭୁଲ ବଶତଃ ନଦୀର ଗଣ୍ଡ ଭିତରକୁ ପ୍ରବେଶ କରିଥିଲେ। ଫଳରେ ବୁଡି ହୋଇ ଉଭୟଙ୍କ ଯିବା ଯାଇଛିଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking