30.1 C
Bhubaneswar
Friday, February 13, 2026
Homeଓଡିଶାମହାନଦୀରେ ବୁଡ଼ି ୨ ନାବାଳକ ନିଖୋଜ

ମହାନଦୀରେ ବୁଡ଼ି ୨ ନାବାଳକ ନିଖୋଜ

ସମ୍ବଲପୁର : ମହାନଦୀରେ ବୁଡ଼ି ୨ ନାବାଳକ ନିଖୋଜ । ନିଖୋଜ ଦୁଇ ନାବାଳକ ତିଓ୍ବାରିଗଳି ଅଞ୍ଚଳର ବୋଲି ଜଣାପଡ଼ିଛି । ମହାନଦୀରେ ଗାଧଉଥିଲେ ୩ଜଣ ସାଙ୍ଗ । ଏହା ମଧ୍ୟରେ ୨ଜଣ ନିଖୋଜ ହୋଇଯାଇଛନ୍ତି । ପରିବାର ଲୋକେ ଏବଂ ଗ୍ରାମବାସୀ ପହଞ୍ଚି ଅଗ୍ନିଶମ ବାହିନୀକୁ ଖବରଦେଇଥିଲେ । ଖବରପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking