28.1 C
Bhubaneswar
Sunday, September 8, 2024
Homeଓଡିଶା+୨ ମେଧା ତାଲିକା : ଶୀର୍ଷରେ ରେଭେନ୍ସା

+୨ ମେଧା ତାଲିକା : ଶୀର୍ଷରେ ରେଭେନ୍ସା

କଟକ : +୨ ମେଧା ତାଲିକା ପ୍ରକାଶ ପାଇଲା । କଳା, ବାଣିଜ୍ୟ ଓ ବିଜ୍ଞାନ ପାଇଁ ମେଧା ତରିକା ପ୍ରକାଶ ପାଇଛି । ମେଧା ତାଲିକାରେ ୪ ଲକ୍ଷ ୨୬ ହଜାର ୪୭୨ ପିଲା । ତାଲିକାରୁ ବାଦ ପଡିଲେ ୪୯ ହଜାର ୬୨୧ । ଏଥିରେ ମନୋନୀତ ଛାତ୍ରଛାତ୍ରୀମାନେ ୨୨ ତାରିଖରୁ ୨୭ ତାରିଖ ମଧ୍ୟରେ ନାମ ଲେଖାଇବେ । କଳା, ବାଣିଜ୍ୟ ଓ ବିଜ୍ଞାନରେ ରେଭେନ୍ସା ଶୀର୍ଷରେ । ରେଭେନ୍ସା ବିଜ୍ଞାନ ୯୧.୫୦%, ବାଣିଜ୍ୟ ୭୭%, କଳା ୭୫.୧୭% । ତେବେ ସେହିପରି ବିଜେବି ବିଜ୍ଞାନ ୮୭%, ବାଣିଜ୍ୟ ୭୦%, କଳା ୭୨.୩୩% । ଫକୀର ମୋହନ କଲେଜ- ବିଜ୍ଞାନ-୮୪%, କଳା-୭୧.୫୦% । ରାଉରକେଲା କଲେଜ- ବିଜ୍ଞାନ-୮୦.୬୦%, କଳା-୭୪.୩୩% । ଗଙ୍ଗାଧର ମେହେର- ବିଜ୍ଞାନ-୮୧.୪୦, କଳା-୭୦, ବାଣିଜ୍ୟ-୬୪.୮୩% ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking