21.1 C
Bhubaneswar
Thursday, December 18, 2025
Homeଦେଶ ବିଦେଶ୨ ମାଓବାଦୀ ମୃତ, ଜଣେ ଯବାନ ସହିଦ

୨ ମାଓବାଦୀ ମୃତ, ଜଣେ ଯବାନ ସହିଦ

ଛତିଶଗଡ: ଛତିଶଗଡ ବିଜାପୁରରେ ଏନକାଉଣ୍ଟର । ୨ ମାଓବାଦୀ ମୃତ ହୋଇଥିବା ବେଳେ ଜଣେ ଯବାନ ସହିଦ । ଗାଙ୍ଗାଲୁର ଥାନା ଏଣ୍ଡ୍ରି ଜଙ୍ଗଲରେ ପୋଲିସ – ମାଓବାଦୀ ମୁହାଁମୁହିଁ । ଘଟଣାସ୍ଥଳରୁ ଦୁଇ ମାଓବାଦୀଙ୍କ ମୃତଦେହ ଉଦ୍ଧାର । ଏସ୍‌ଟିଫ୍‌, ଡିଆରଜି ଓ କୋବ୍ରା ଯବାନଙ୍କ ପକ୍ଷରୁ ଅପରେଶନ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking