23.1 C
Bhubaneswar
Saturday, February 28, 2026
Homeଓଡିଶା୨ ହାଡକୋର ମାଓବାଦୀ ନିପାତ

୨ ହାଡକୋର ମାଓବାଦୀ ନିପାତ

ଛତିଶଗଡ଼଼: ଆଜି ସୁକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ଏବଂ ଏଥିରେ ୨ଜଣ ହାଡକୋର ମାଓବାଦୀ ନିପାତ ହୋଇଛନ୍ତି ବୋଲି ବସ୍ତର ଆଇଜି ସୂଚନା ଦେଇଛନ୍ତି। ନାରାୟଣପୁର ସୀମାନ୍ତ କୋଡଗାଁରେ ମାଓବାଦୀ ଏବଂ ସୁରକ୍ଷାକର୍ମୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଗୁଳି ବିନିମୟ ସମୟରେ ୨ଜଣ ହାଡକୋର ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ସୁରକ୍ଷାକର୍ମୀମାନେ୨ଜଣ ହାଡକୋର ମାଓବାଦୀଙ୍କ ମୃତଦେହ ଉଦ୍ଧାର କରିଥିଲେ। ସୁରକ୍ଷାକର୍ମୀମାନଙ୍କ ପକ୍ଷରୁ ଗୁଳି ବିନିମୟ ସମୟରେ ଏହି ୨ ହାଡକୋର ମାଓବାଦୀ ବ୍ୟବହାର କରିଥିବା ଏକେ ୪୭ ଜବତ କରାଯାଇଛି ବୋଲି ବସ୍ତର ଆଇଜି ପ୍ରକାଶ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking