14.1 C
Bhubaneswar
Sunday, December 7, 2025
Homeଓଡିଶାବାଇକ ଡିକିରୁ ୨ ଲକ୍ଷ ଲୁଟ

ବାଇକ ଡିକିରୁ ୨ ଲକ୍ଷ ଲୁଟ

ସୁବଣ୍ଣପୁର: ବିନିକା ନୂଆ ବଜାରରୁ  ୨ ଲକ୍ଷ ଟଙ୍କା ଲୁଟ ହୋଇଛି ।  ଚାଷୀଙ୍କ  ବାଇକ ଡିକି ଖୋଲି ନେଇଗଲା ଟଙ୍କା ।  ବ୍ୟାଙ୍କରୁ ଧାନ ବିକ୍ରି କରି ଟଙ୍କା  ଉଠାଇ ଘରକୁ ଫେରୁଥିଲେ ।  ବାଇକ ରଖି ହୋଟେଲକୁ ପାଣି ପିଇ ଯାଇଥିବା ବେଳେ ଲୁଟ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking