19.1 C
Bhubaneswar
Monday, December 8, 2025
Homeଓଡିଶାବଜ୍ରାଘାତରେ ୨ ଶ୍ରମିକ ମୃତ

ବଜ୍ରାଘାତରେ ୨ ଶ୍ରମିକ ମୃତ

ଢେଙ୍କାନାଳ: ଢେଙ୍କାନାଳରେ ବର୍ଷାର ତାଣ୍ଡବ । ବଜ୍ରାଘାତରେ ୨ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଗୁରୁତର ଅଛନ୍ତି । ସଦର ଥାନା ମହୁଲପଡ଼ା ପଥର ଖଣିରେ କାମ କରୁଥିବା ବେଳେ ବଜ୍ରାଘାତ ଶିକାର ହୋଇଥିଲେ । ବଜ୍ରାଘାତରେ ଗୁରୁତର ହୋଇଥିବା ୨ ଶ୍ରମିକଙ୍କୁ କଟକ ସ୍ଥାନାନ୍ତର କରାଯାଇଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking