ରାୟଗଡା: କୂଅ ସଫା କଲାବେଳେ ଚାଲିଗଲା ୨ ଶ୍ରମିକଙ୍କ ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଚନ୍ଦ୍ରପୁର ଥାନା ବନ୍ଦିରି ଗାଁରେ ଘଟିଛି । କୂଅ ସଫା କରୁଥିବା ସମୟରେ ଶ୍ୱାସରୁଦ୍ଧ ହେଲେ ୨ ଶ୍ରମିକ । ପରିବାରରେ ଶୋକର ଛାୟା ଖେଳିଯାଇଛି । ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରିବା ପାଇଁ ଚେଷ୍ଟା ଜାରି ରଖାଯାଇଛି ।