28.1 C
Bhubaneswar
Sunday, July 27, 2025
Homeଓଡିଶାବଜ୍ରାଘାତରେ ୨ ମୃତ

ବଜ୍ରାଘାତରେ ୨ ମୃତ

ଝାରସୁଗୁଡା: ବଜ୍ରାଘାତରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ବଞ୍ଜାରୀ ଆସପାଣ୍ଡ ନିକଟରେ କାମ କରୁଥିବା ବେଳେ ବଜ୍ରାଘାତରେ ମୃତ୍ୟୁ ହୋଇଛି । ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ୨ ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ ।  ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।  ରାଜ୍ୟରେ କିଛି କିଛି ଜିଲ୍ଲାରେ ବର୍ଷା ଲାଗି ରହିଛି ।  କୋରାପୁଟ, କଳାହାଣ୍ଡି , ସୋନପୁର,  ସମ୍ବଲପୁର,  ବରଗଡ,  ଝାରସୁଗୁଡା, ସୁନ୍ଦରଗଡ ଜିଲ୍ଲାକୁ  ଅରେଞ୍ଜ ୱାଣ୍ଣିଂ ଜାରି କରାଯାଇଛି ।  ଏହି ୭ ଜିଲ୍ଲାରେ  ବିଜୁଳି ଘଡଘଡି,  ପ୍ରବଳରୁ ଅତି ପ୍ରବଳ ବର୍ଷା  ସହ  ଘଣ୍ଟାପ୍ରତି  ୩୦ରୁ ୪୦  କିଲୋମିଟର ବେଗରେ  ପବନ ବହିବାର ସମ୍ଭାବନା ରହିଛି । ଏନେଇ ସତର୍କ କରାଇଛି ପାଣିପାଗ ବିଭାଗ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking