27.1 C
Bhubaneswar
Friday, October 18, 2024
Homeଓଡିଶାହାତୀ ଆକ୍ରମଣରେ ୨ ମୃତ

ହାତୀ ଆକ୍ରମଣରେ ୨ ମୃତ

ଖୋର୍ଦ୍ଧା : ହାତୀ ଆକ୍ରମଣରେ ୨ ମୃତ । ହାତୀ ଆକ୍ରମଣରେ ମହିଳା ଓ ନାବାଳକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଜଙ୍କିଆ ଥାନା ଡମଣଭୂଇଁରେ ହାତୀ ଆତଙ୍କ ଖେଳାଇ ବିଚରଣ କରୁଛନ୍ତି। ହାତୀ ଆକ୍ରମଣରେ ଆଉ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ବନ ବିଭାଗ କର୍ମଚାରୀ ହାତୀମାନଙ୍କ ଗତି ବିଧି ଉପରେ ନଜର ରଖିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking