ରାୟପୁର : ଛତିଶଗଡ ବିଜାପୁରରେ ମାଓ ଏନକାଉଣ୍ଟର । ଛତିଶଗଡ ବିଜାପୁରରେ ଯବାନଙ୍କ ସର୍ଚ୍ଚ ଅପରେସନ ଜାରି ରହିଛି । ଗୁଳିବିନିମୟରେ ୨ ଡିଆରଜି ଯବାନ ଆହତ ହୋଇଛନ୍ତି । ଗଙ୍ଗାଲୁର ଜଙ୍ଗଲରେ ଯବାନ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ୨ ଯବାନ ଆଗତ ହୋଇଛନ୍ତି । ଆହତଙ୍କୁ ରାୟପୁର ଏୟାରଲିଫ୍ଟ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି । ଉନ୍ନତମାନର ଚିକିସଡା ପାଇଁ ତାଙ୍କୁ ରାୟପୁରକୁ ସ୍ଥାନାନ୍ତର କରାଯାଇଛି ।










