30.1 C
Bhubaneswar
Saturday, September 28, 2024
Homeଓଡିଶା୨ ଠିକାଦାରଙ୍କ ଘରେ ଜିଏସଟି ରେଡ

୨ ଠିକାଦାରଙ୍କ ଘରେ ଜିଏସଟି ରେଡ

ଯାଜପୁର : ଜିଏସଟି ଫାଙ୍କିବା ୨ ଜଣ ଠିକାଦାରଙ୍କୁ ମହଙ୍ଗା ପଡ଼ିଛି । ଜିଏସଟି ଫାଙ୍କିଥିଲେ, ଏବେ ରେଡର ସମ୍ମୁଖୀନ ହୋଇଛନ୍ତି ୨ ଠିକାଦାର । ସମ୍ପୃକ୍ତ ୨ ଠିକାଦାରଙ୍କ ଘରେ କେନ୍ଦ୍ରୀୟ ଜିଏସଟି ବିଭାଗ ପକ୍ଷରୁ ଚଢଉ କରାଯାଇଛି । ଠିକାଦାରଙ୍କ ଜାରକାସ୍ଥିତ କାର୍ଯ୍ୟାଳୟରେ ଏହି ଚଢଉ କରାଯାଇଛି । ଠିକାଦାର ଦ୍ୱୟ ଜିଏସଟିକୁ ନଜରଅନ୍ଦାଜ କରି ଫାଙ୍କିଥିଲେ । ଏନେଇ ଅଭିଯୋଗ ପରେ ଆଜି ଚଢଉ କରାଯାଇଛି । ତେବେ ଖବର ଲେଖା ସୁଦ୍ଧା ଚଢଉ ଜାରିରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking