29.1 C
Bhubaneswar
Tuesday, February 17, 2026
Homeଓଡିଶାଆସନ୍ତାକାଲିଠୁ ଆରମ୍ଭ +୨ ପରୀକ୍ଷା

ଆସନ୍ତାକାଲିଠୁ ଆରମ୍ଭ +୨ ପରୀକ୍ଷା

ଭୁବନେଶ୍ୱର: ରାତି ପାହିଲେ +୨ ପରୀକ୍ଷା । ଆସନ୍ତାକାଲିଠୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ପରୀକ୍ଷା । ଚଳିତ ବର୍ଷ ମୋଟ ରେଗୁଲାରରେ ୩ ଲକ୍ଷ ୭୬ ହଜାର ୫୩୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ଏକ୍ସ ରେଗୁଲାରରେ ୨୫ ହଜାର ୮୮ ଜଣ ଛାତ୍ରଛାତ୍ରଛାତ୍ରୀ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ମୋଟ ୪ ଲକ୍ଷ ୧ ହଜାର ୬୨୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ସେଥିପାଇଁ ୨୧୧ଟି ପରୀକ୍ଷା ହବକୁ ପ୍ରଶ୍ନ ପତ୍ର ପଠା ସରିଛି । କଡା ସୁରକ୍ଷା ବଳୟରେ ପ୍ରଶ୍ନ ପତ୍ର ପହଞ୍ଚିସାରିଛି । ପ୍ରଥମ ଥର ପାଇଁ ଜିପିଏସ ବ୍ୟବସ୍ଥାରେ ପ୍ରଶ୍ନପତ୍ର ଏବଂ ଉତ୍ତର ଖାତା ପଠାଯାଇଛି । ଏସବୁ ହବରେ ୨୪ ଘଣ୍ଟିଆ ଲାଇଟ ଷ୍ଟ୍ରିମିଂ ହେଉଛି ଯୁକ୍ତ ୨ କାଉନସିଲରୁ ଏହାର ନିୟନ୍ତ୍ରଣ କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking