16.1 C
Bhubaneswar
Tuesday, December 9, 2025
Homeଓଡିଶାକାନ୍ଥ ଭୁଶୁଡ଼ି ୨ ମୃତ

କାନ୍ଥ ଭୁଶୁଡ଼ି ୨ ମୃତ

କୋଇଡ଼ା: ତାଣ୍ଡବ ରଚୁଛି ବର୍ଷ । ପୃଥକ ଘଟଣାରେ ଘର କାନ୍ଥ ଭୁଶୁଡ଼ି ୨ ଜଣଙ୍କ ମୃତ୍ୟୁ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଘର କାନ୍ଥ ଭୁଶୁଡ଼ି ୨ ମହିଳା ମୃତ୍ୟୁବରଣ କରିଛନ୍ତି । କେ.ବଲାଙ୍ଗ ଥାନା ଓ କାଲଟା ଫାଣ୍ଡି ଅଞ୍ଚଳରେ ମୃତ୍ୟୁବରଣ କରିଛନ୍ତି । ପ୍ରବଳ ବର୍ଷା ଓ ପବନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking