25.1 C
Bhubaneswar
Monday, December 8, 2025
Homeଓଡିଶାସାପ କାମୁଡାରେ ୨ ମୃତ

ସାପ କାମୁଡାରେ ୨ ମୃତ

କନ୍ଧମାଳ: ସାପ କାମୁଡାରେ ଭିନ୍ନ ଭିନ୍ନ ସ୍ଥାନରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି । ଖଜୁରୀପଡା ଥାନା ଖଲିବେରଣା ଗାଁରେ ଜଣେ ମୃତ । ଗୋଚ୍ଛାପଡାରେ ସର୍ପାଘାତରେ ଅନ୍ୟ ଜଣେ ଯୁବକ ମୃତ । ଉଭୟ ଯୁବକ  ରାତିରେ ଶୋଇଥିବା ବେଳେ ସର୍ପାଘାତର ଶିକାର ହୋଇଛନ୍ତି । ସ୍ଥାନୀୟ ଲେକ ମେଡିକାଲକୁ ନେଇଥିଲେ  । ୨ ଯୁବକଙ୍କୁ ଫୁଲବାଣୀ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ପରିବାର ଲୋକଙ୍କ ମନରେ ଏନେଇ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking