31.1 C
Bhubaneswar
Tuesday, March 31, 2026
Homeଓଡିଶାଶ୍ୱାସରୁଦ୍ଧ ହୋଇ ୨ ମୃତ

ଶ୍ୱାସରୁଦ୍ଧ ହୋଇ ୨ ମୃତ

ସମ୍ବଲପୁର: ସେଫ୍ଟି ଟାଙ୍କିରେ ସେଣ୍ଟ୍ରିଂ ଖୋଲିବା ହେଲା କାଳ । ଏହି ଘଟଣାରେ ଦୁଇ ମୃତ, ଦୁଇ ଗୁରୁତର । ଶ୍ୱାସରୁଦ୍ଧ ହୋଇ ଚାଲିଗଲା ଦୁଇ ଜଣଙ୍କ ଜୀବନ । ସମ୍ବଲପୁର ମହୁଲପଲି ଥାନା କେଶାହୀ ବାହାଲ ଠାରେ ଘଟିଛି ଏଭଳି ଏକ ଅଘଟଣା । ଏକ ନବ ନିର୍ମିତ ସେଫ୍ଟି ଟାଙ୍କିରେ ୪ ଜଣ ପଶି ଖୋଲୁଥିଲେ ସେଣ୍ଟ୍ରିଂ । ଶ୍ୱାସରୁଦ୍ଧ ହୋଇ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଦୁଇ ଗୁରୁତରଙ୍କୁ ସ୍ଥାନୀୟ ଲୋକେ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକ ହେଉଛନ୍ତି କୋଶାହି ବାହାଲର ସୁଶୀଲ ନାୟକ ଏବଂ ଭିକାରୀ ଚରଣ ବେହେରା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking