କଳାହାଣ୍ଡି: କଳାହାଣ୍ଡିରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ଚାଷୀଙ୍କ ଦୁଃଖଦ ମୃତ୍ୟୁ ଘଟିଛି । କୋକସରା ବ୍ଲକ ପୋଡାଗୁଡା, କଛାରପଡା ଗାଁରେ ଏହି ଘଟଣାଟି ଘଟିଛି । ଜମିରେ ପାଣି ମଡାଇବା ବେଳେ ଲାଗିଲା କରେଣ୍ଟ । ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।