29.1 C
Bhubaneswar
Tuesday, May 6, 2025
Homeଓଡିଶାକାଳବୈଶାଖୀରେ ଗଛ ପଡି ୨ ମୃତ

କାଳବୈଶାଖୀରେ ଗଛ ପଡି ୨ ମୃତ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା କସାବାହାଲ ଗାଁରେ କାଳବୈଶିଖୀ ତାଣ୍ଡବ । ଅଟୋରେ ଯିବା ବେଳେ ହଠାତ୍ ଏକ ଗଛର ଡାଳ ଅଟୋ ଉପରେ ପଡିଥିଲା । ଏହି ଦୁର୍ଘଟଣାରେ ୨ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ଦୁଇଜଣଙ୍କ ମଧ୍ୟରେ ଜଣେ ଅଟୋ ଚାଳକ ଓ ଅନ୍ୟ ଜଣେ ଯାତ୍ରୀ ଥିବା ସୂଚନା ମିଳିଛଇ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking