30.1 C
Bhubaneswar
Tuesday, February 10, 2026
Homeଓଡିଶାଝରଣାରେ ବୁଡି ୨ ମୃତ

ଝରଣାରେ ବୁଡି ୨ ମୃତ

ରାଉରକେଲା: ଝରଣାରେ ଗୋଡ ଖସସି ୨ ମୃତ । ୪ ଉଦ୍ଧାର ହୋଇଛନ୍ତି । ବ୍ରାହ୍ମଣୀତରଙ୍ଗ ଥାନା ବିରକେରା ନିକଟ ଘାଘରା ଝରଣାରେ ବୁଡିଗଲେ ।  ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇଥିବା ବେଳେ ଝରଣାରେ  ବୁଡିଗଲେ ।  ସୂଚନା ପାଇ ଘଟଣାସ୍ଥଳରେ  ଅଗ୍ନି ଶମ ବାହିନୀ , ପୋଲିସ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି । ୨ ମୃତକ ରାଉରକେଲା ସହରର ଏକ ଘରୋଇ ସ୍କୁଲର ଛାତ୍ର ବୋଲି ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking