36.5 C
Bhubaneswar
Saturday, April 26, 2025
Homeଓଡିଶାପାଣିରେ ବୁଡି ୨ ଶିଶୁ କନ୍ୟାଙ୍କ ମୃତ୍ୟୁ

ପାଣିରେ ବୁଡି ୨ ଶିଶୁ କନ୍ୟାଙ୍କ ମୃତ୍ୟୁ

ବାଲେଶ୍ୱର: ପୋଖରୀରେ ବୁଡି ୨ ଶିଶୁ କନ୍ୟାଙ୍କ ମୃତ୍ୟୁ ହୋଇଛି । ବାଲେଶ୍ୱର ବସ୍ତା ଥାନା ଗାନ୍ଧୀ ଛକ ନିକଟ ପୋଖରରେ ବୁଡି ମୃତ୍ୟୁ ହୋଇଛି । ସ୍ଥାନୀୟ ଲୋକେ ୨ ଶିଶୁଙ୍କୁ ହସ୍ପିଟାଲ ନେଇଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ପରିବାରରେ ଶୋକର ଛାୟା  ଖେଳିଯାଇଛି । ମୃତ ୨ ଶିଶୁର ବୟସ ୫ରୁ ୬ ବର୍ଷ ହୋଇଥିବା ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking