28.1 C
Bhubaneswar
Wednesday, February 4, 2026
Homeଓଡିଶାବେଆଇନ ବନ୍ଧୁକ ରଖି ୨ ଗିରଫ

ବେଆଇନ ବନ୍ଧୁକ ରଖି ୨ ଗିରଫ

ସମ୍ବଲପୁର: ଅଇଁଠାପାଲି ଥାନା ପୋଲିସ ମିଳିଛି ବଡ ସଫଳତା । ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ୨ ଗିରଫ । ୨ ଅଭିଯୁକ୍ତଙ୍କୁ ଗିରଫ କଲା ଅଇଁଠାପାଲି ଥାନା ପୋଲିସ । ୨ଟି ବନ୍ଧୁକ, ୭ ଅଫୁଟା ଗୁଳି, ଗୋଟିଏ କାର୍‌ ଓ ମୋବାଇଲ ଜବତ କରିଛି ପୋଲିସ । ସେମାନଙ୍କ ନାଁରେ ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ଥିବା ନେଇ ମିଳିଛି ସୂଚନା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking