21.1 C
Bhubaneswar
Monday, December 8, 2025
Homeଓଡିଶାଖୁବଶୀଘ୍ର ଧରାପଡିବେ ୨ ଅଭିଯୁକ୍ତ: ମନ୍ତ୍ରୀ

ଖୁବଶୀଘ୍ର ଧରାପଡିବେ ୨ ଅଭିଯୁକ୍ତ: ମନ୍ତ୍ରୀ

ଭୁବନେଶ୍ୱର: କଏଦୀ ଚମ୍ପଟ ଘଟମାରେ ଆଇନ ମନ୍ତ୍ରୀ ପୃଥ୍ୱୀରୀଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଜେଲ ଓ ପୁଲିସ ବିଭାଗ ଯାହା ପଦକ୍ଷେପ ନେବା କଥା ନେଇଛନ୍ତି ।  ଖୁବଶୀଘ୍ର ଧରାପଡିବେ ୨ ଅଭିଯୁକ୍ତ କହିଲେ ଆଇନ ମନ୍ତ୍ରୀ ।ଗତକାଲି ରାତି ଗୋଟାଏ ପରେ ସେ ଦୁହେଁ ଜେଲର ସେଲ କାଟି ଫେରାର ହୋଇଯାଇଥିବା ଜଣାଯାଇଛି । ଫେରାର ଅଭିଯୁକ୍ତ ହେଉଛନ୍ତି, ମଧୁକାନ୍ତ ଓ ରାଜା ସାହାଣୀ ।ଦୁଇ ଡକାୟତ ପାଣିକୋଇଲି ପଣ୍ଡା ସୁନା ଗହଣା ଦୋକାନର ମାଲିକଙ୍କ  ହତ୍ୟା ମାମଲାରେ ଅଭିଯୁକ୍ତ ଥିଲେ । ଦୁହେଁ, ଯାଜପୁର ଜେଲରୁ ଆସିଥିଲେ । ଉଭୟେ ଜେଲରୁ ଫେରାର ହେବାକୁ ବହୁ ବାର ଚେଷ୍ଟା କରିଥିଲେ । ଗତକାଲି ରାତିରେ ଆରିରେ ଜେଲର ସେଲ କାଟି ଖସି ପଳାଇଯାଇଥିବା କୁହାଯାଉଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking