32.1 C
Bhubaneswar
Friday, March 13, 2026
Homeଓଡିଶାଦୈନିକ ୨୫ ଲକ୍ଷ ଅଧିକ ସିଲିଣ୍ଡର ବୁକିଂ

ଦୈନିକ ୨୫ ଲକ୍ଷ ଅଧିକ ସିଲିଣ୍ଡର ବୁକିଂ

ନୂଆଦିଲ୍ଲୀ: ତେଲ, ଗ୍ୟାସ କଳାବଜାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ । ପେଟ୍ରୋଲିୟମ ମନ୍ତ୍ରାଳୟ ଯୁଗ୍ମ ସଚିବ ସୁଜାତା ଶର୍ମାଙ୍କ କଡା ଚେତାବନୀ ଦେଇଛନ୍ତି । କହିଛନ୍ତି, କଳାବଜାରୀ କିମ୍ବା ବୋଇନ ଭାବେ ଗଚ୍ଛିତ ରଖିଲେ କଡା ଆକ୍ସନ ହେବ । କଡା ଆକ୍ସନ ନେବାକୁ ସବୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତି ପେଟ୍ରୋଲ ପମ୍ପରେ ପର୍ଯ୍ୟାପ୍ତ ପେଟ୍ରୋଲ ଏବଂ ଡିଜେଲ ଅଛି । କିନ୍ତୁ ଏଲପିଜି ଆମ ପାଇଁ ଚିନ୍ତାର ବିଷୟ ହୋଇ ସାରିଛି । ଏବେ ଦୈନିକ ୭୫ ଲକ୍ଷ ଗ୍ୟାସ ବୁକିଂ ହେଉଛି, ପୂର୍ବରୁ ୫୦ ଲକ୍ଷ ହେଉଥିଲା । ଏହା ସତ୍ତ୍ୱେ କୌଣସି ବିତରକଙ୍କ ଠାରୁ ଡ୍ରାଇ ଆଉଟ ରିପୋର୍ଟ ହୋଇନାହିଁ । ସମସ୍ତଙ୍କୁ ଅପିଲ କରି କହିଛନ୍ତି, ଆତଙ୍କିତ ହୋଇ ଗ୍ୟାସ ବୁକିଂ କରନ୍ତୁ ନାହିାଁ କୌଣସି ଗୁଜବ ଉପରେ ଆଦୌ ବିଶ୍ୱାସ କରନ୍ତୁ ନାହିଁ କହିଛନ୍ତି, ସୁଜାତା ଶର୍ମା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking