29.1 C
Bhubaneswar
Friday, February 6, 2026
Homeଓଡିଶାକାଲି ୧୯ ହଜାର କୋଟି ପ୍ରକଳ୍ପ ଭେଟି:  ମନ୍ତ୍ରୀ

କାଲି ୧୯ ହଜାର କୋଟି ପ୍ରକଳ୍ପ ଭେଟି:  ମନ୍ତ୍ରୀ

ଭୁବନେଶ୍ୱର: ଓଡିଶାକୁ ୧୯ ହଜାର କୋଟିରି ଅଧିକ ପ୍ରକଳ୍ପ ଭେଟି ଦେବେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ । ଗସ୍ତର ଅବ୍ୟବହିତ  ପୂର୍ୱରୁ ସୂଚନା ଦେଲେ  ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କାଲି ସଂଖ୍ୟାଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ।  ଅନେକ କଲ୍ୟାଣମୂଳକ କାଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ଜୁନ୍ ୨୦ ତାରିଖ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଜ୍ୟ ରାଜଧାନୀ ଭୁବନେଶ୍ୱର ଗସ୍ତ ପୂର୍ବରୁ, କମିସନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking