29.1 C
Bhubaneswar
Wednesday, March 19, 2025
Homeଓଡିଶା୧୧ ଜିଲ୍ଲାରେ ହେବ  ୧୯ଟି ମେଗା ପ୍ରକଳ୍ପ

୧୧ ଜିଲ୍ଲାରେ ହେବ  ୧୯ଟି ମେଗା ପ୍ରକଳ୍ପ

ଭୁବନେଶ୍ୱର : ଓଡିଶାରେ ହେବ ୬ ହଜାର ୧୧୭ଟି ଟଙ୍କାର ପୁଞ୍ଜିନିବେଶ । ୧୧ଟି ଜିଲ୍ଲାରେ ହେବ  ୧୯ଟି ମେଗା ପ୍ରକଳ୍ପ । ସୃଷ୍ଟି ହେବ ୧୭ ହଜାର ୨୮୬ ନିଯୁକ୍ତି ସୁଯୋଗ । ଏନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି । ଇସ୍ପାତ, ବାୟୋ ଟେକ୍ନୋଲୋଜି , କେମିକାଲ ଭଳି ୧୦ଟି ସେକ୍ଟରରେ ପୁଞ୍ଜିନିବେଶ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking