21.1 C
Bhubaneswar
Thursday, February 5, 2026
Homeଓଡିଶାଧରା ପଡିଲା ୧୯ ଲକ୍ଷ ଫେକ ଧାନ ଚାଷ ପ୍ଲଟ

ଧରା ପଡିଲା ୧୯ ଲକ୍ଷ ଫେକ ଧାନ ଚାଷ ପ୍ଲଟ

ଭୁବନେଶ୍ୱର: ସାଟେଲାଇଟ ସର୍ଭେରୁ ଧରାପଡିଲା ଫେକ ଧାନ ଚାଷ ପ୍ଲଟ । ଇନପୁଟ ସବସିଡି ଲୋଭରେ ଫେକ ପ୍ଲଟ ପଞ୍ଜୀକୃତ କରିଛନ୍ତି । ୨୫ ଲକ୍ଷ ପ୍ଲଟର ସାଟେଲାଇଟ ସର୍ଭେରେ ୧୯ଟି ଫେକ ପ୍ଲଟ ରହିଛି । ଏନେଇ ତଥ୍ୟ ଉପସ୍ଥାପନା କଲା ସମବାୟ ବିଭାଗ । ୩୦ଟି ଜିଲ୍ଲାରେ ୨୬ ଲକ୍ଷ ୧୪ ହଜାର ୧୩୭ଟି ପ୍ଲଟ ପଞ୍ଜୀକୃତ ହୋଇଛି । ୨୪ ଲକ୍ଷ ୯୪ ହଜାର ୪୩୭ଟି ପ୍ଲଟର କ୍ଷେତ୍ରୀୟ ସର୍ବେକ୍ଷଣ ଶେଷ ହୋଇଛି । ୫ ଲକ୍ଷ ୪୬ ହଜାର ୫୧୯ଟି ପ୍ଲଟରେ ଧାନ ଚାଷ ହେଉଛି । ୧୯ ଲକ୍ଷ ପ୍ଲଟରେ ଧାନ ଚାଷ କରାଯାଉ ନାହିଁ । ଫେକ ପ୍ଲଟ ଥିବା ଚାଷୀମାନଙ୍କୁ ସୋ କଜ ନୋଟିସ ଦେବାକୁ ନିର୍ଦ୍ଦେଶ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking