ଭୁବନେଶ୍ୱର: ବାତ୍ୟା ପାଇଁ ବ୍ୟାପକ ଟ୍ରେନ ବାତିଲ ଘୋଷଣା । ମୋଟ ୯୩ ଟି ଟ୍ରେନ ବାତିଲ ନେଇ ରେଲୱେର ସୂଚନା । ୨୩ , ୨୪ ଏବଂ ୨୫ ମଧ୍ୟରେ ମୋଟ ୯୩ ଟ୍ରେନ ବାତିଲ ।ବ୍ରହ୍ମପୁର – ଭୁବନେଶ୍ୱର, ବିଶାଖାପାଟଣା – ଭୁବନେଶ୍ୱର , ବିଶାଖାପାଟଣା – ଦିଘା ବାତିଲ । ୨୩, ୨୪ ଏବଂ ୨୫ ମଧ୍ୟରେ ମୋଟ ୧୭୮ ଟ୍ରେନ୍ ବାତିଲ ହୋଇଛି । ଅପ୍ ଟ୍ରେନ୍ ୮୫ ଏବଂ ଡାଉନ୍ ଟ୍ରେନ୍ ୯୩ଟି ବାତିଲ ।