ନୂଆଦିଲ୍ଲୀ: ତେଲେଙ୍ଗାନା ପୋଲିସକୁ ମିଳିଛି ସଫଳତା । ଭଦ୍ରାଦୀ ପୋଲିସ ନିକଟରେ ଆତ୍ମ ସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରେ ୧୧ ମିଲିସିଆ ମଧ୍ୟ ଆତ୍ମସମର୍ପଣ କରିଛନ୍ତି । ଚଳିତ ବର୍ଷ ୨୮୨ ମାଓବାଦୀ ଭଦ୍ରାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ।