17.1 C
Bhubaneswar
Sunday, February 8, 2026
Homeଓଡିଶା୧୬ରୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ

୧୬ରୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ

ପୁରୀ: ରତ୍ନଭଣ୍ଡାର କୁ ନେଇ ବଡ ଖବର । ଆସନ୍ତା ୧୬ ରୁ ଆରମ୍ଭ ହୋଇପାରେ ରତ୍ନଭଣ୍ଡାର ମରାମତି କାମ । ଏ ନେଇ ୨ ଦିନରେ ବସିବ ବୈଠକ । ମରାମତି ପାଇଁ ଦିନକୁ ୫ ଘଣ୍ଟାର ସମୟ ଆବଶ୍ୟକ ।  ଜୁଲାଇ ମାସରେ ଖୋଲାଯାଇଥିଲା ରତ୍ନଭଣ୍ଡାର । ତେବେ ୧୬ ରୁ ଆରମ୍ଭ ହେବା ନେଇ ଏ ଯାଏଁ କୌଣସି ସ୍ପଟତା ମିଳିନାହିଁ । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ପୁରୀରୁ ଶ୍ରୀମନ୍ଦିର କମିଟି ମେମ୍ବର ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking