32.1 C
Bhubaneswar
Wednesday, October 16, 2024
Homeଓଡିଶାଆକାଂକ୍ଷୀ ଜିଲ୍ଲା ଓ ବ୍ଲକ୍ ଦାୟିତ୍ୱରେ ୧୬ ସଚିବ

ଆକାଂକ୍ଷୀ ଜିଲ୍ଲା ଓ ବ୍ଲକ୍ ଦାୟିତ୍ୱରେ ୧୬ ସଚିବ

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ନିଜର ସଚିବସ୍ତରୀୟ ଅଫିସରଙ୍କୁ ନିତି ଆୟୋଗ ଦ୍ୱାରା ଚିହ୍ନଟ ହୋଇଥିବା ୧୬ଟି ଜିଲ୍ଲାର ସେକ୍ରେଟେରୀ ଇନଚାର୍ଜ ଭାବେ ମନୋନୀତ କରିଛନ୍ତି । ଏହି ଜିଲ୍ଲାଗୁଡିକରେ ନିତି ଆୟୋଗଙ୍କ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଜାରି ରହିଛି। ଏହି ୧୬ଟି ଜିଲ୍ଲା ମଧ୍ୟରୁ ରାୟଗଡ଼ା, ଢ଼େଙ୍କାନାଳ, କଳାହାଣ୍ଡି, ମାଲକାନଗିରି, କୋରାପୁଟ, କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, ଗଜପତି ଓ ନବରଙ୍ଗପୁରକୁ ‘ଆକାଂକ୍ଷୀ ଜିଲ୍ଲା’ ଭାବେ ଚିହ୍ନଟ କରାଯାଇଛି ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି । ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ..

୧)ହେମନ୍ତ ଶର୍ମା – ଶିଳ୍ପ/ ମାଇକ୍ରୋ ସ୍ମଲ ଏବଂ ମିଡିଅମ୍ ଏଣ୍ଟରପ୍ରାଇଜସ୍ ଓ ଶକ୍ତି ବିଭାଗର ପ୍ରମୁଖ ସଚିବ – କେନ୍ଦୁଝର
୨) ସୁଶୀଲ କୁମାର ଲୋହାନୀ – ପଞ୍ଚାୟତରାଜ ଏବଂ ପାନୀୟଜଳ ବିଭାଗର ପ୍ରମୁଖ ସଚିବ – କଳାହାଣ୍ଡି
୩) ବିଷ୍ଣୁପଦ ସେଠୀ – ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ଏବଂ ଏସ୍‌ଟି ଏସି ବିଭାଗହ ପ୍ରମୁଖ ସଚିବ – ମାଲକାନଗିରି
୪) ଚିତ୍ରା ଅରୁମୁଗମ – ବିଜ୍ଞାନ,ବୈଷୟିକ ଏବଂ ଶ୍ରମିକ ବିଭାଗର ପ୍ରମୁଖ ସଚିବ – କୋରାପୁଟ
୫) ସାସ୍ୱତ ମିଶ୍ର – ଅର୍ଥ ବିଭାଗର ପ୍ରମୁଖ ସଚିବ – ବରଗଡ଼
୬) ଉଷା ପାଢ଼ୀ – ଗୃହ ଓ ସହରାଞ୍ଚଳ ବିକାଶ ଏବଂ ବାଣିଜ୍ୟ ବିଭାଗର ପ୍ରମୁଖ ସଚିବ – କନ୍ଧମାଳ
୭) ଭିର୍ ବିକ୍ରମ ୟାଦଭ – ଶ୍ରମ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ସଚିବ – ବଲାଙ୍ଗୀର
୮) ବିଶାଲ କୁମାର ଦେବ – ବୈଦ୍ୟୁତିକ ଓ ସୁଚନା ପ୍ରଯୁକ୍ତି ବିଭାଗର ପ୍ରମୁଖ ସଚିବ – ନୂଆପଡ଼ା
୯) ସଞ୍ଜୟ କୁମାର ସଂହ – ଗ୍ରାମ୍ୟ/ ସୂଚନା ଓ ଲୋକ ସଂପର୍କ ବିଭାଗର ପ୍ରମୁଖ ସଚିବ – ମୟୁରଭଞ୍ଜ
୧୦) ସୁଭ ଶ୍ରମା – ମହିଳା ଓ ଶିଶୁ ବିଭାଗର ପ୍ରମୁଖ ସଚିବ – ଗଜପତି
୧୧) ଭାଷ୍କର ଜ୍ୟେତି ଶର୍ମା – ଖେଳ ଓ ଯୁବ ଶକ୍ତି ବିଭାଗର ପ୍ରମୁଖ ସଚିବ – ନବରଙ୍ଗପୁର
୧୨) ଶାଳୀନ ପଣ୍ଡିତ – ବିଦ୍ୟାଳୟ ଓ ଗଣଶିକ୍ଷା/ ମିଶନ ଶକ୍ତି ବିଭାଗର ଆୟୁକ୍ତ ତଥା ସଚିବ – ରାୟଗଡ଼ା
୧୩) ଅଶ୍ୱିଥ୍ ଏସ୍ – ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଆୟୁକ୍ତ ତଥା ସଚିବ – ସୁନ୍ଦରଗଡ଼
୧୪) ଅରବିନ୍ଦ ଅଗ୍ରୱାଲ – ଉଚ୍ଚଶିକ୍ଷା ବିଭାଗର ଆୟୁକ୍ତ ତଥା ସଚିବ -ସମ୍ବଲପୁର
୧୫) ଏନ୍‌. ଥୀରୁମାଲା ନାୟକ – ବିଡିଏ ଗୃହ ଓ ସହରାଞ୍ଚଳ ବିକାଶର ଉପାଧ୍ୟକ – ନୟାଗଡ଼
୧୬) ସୁଧାଂଶୁ ମୋହନ ସାମଲ – ପାଳନୀୟଜଳ ବିଭାଗର ଅତିରିକ୍ତ ସଚିବ – ଢ଼େଙ୍କାନାଳ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking