14.1 C
Bhubaneswar
Monday, January 12, 2026
Homeଓଡିଶା୧୫୬ ଗ୍ରାମ୍ ବ୍ରାଉନସୁଗାର ଜବତ: ୨ ଗିରଫ

୧୫୬ ଗ୍ରାମ୍ ବ୍ରାଉନସୁଗାର ଜବତ: ୨ ଗିରଫ

ବ୍ରହ୍ମପୁର: ୧୫୬ ଗ୍ରାମ୍ ବ୍ରାଉନସୁଗାର ଜବତ । ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି । ରେଳ ଷ୍ଟେସନ ନିକଟରୁ ଜବତ କଲା ଅବକାରୀ ଗୁଇନ୍ଦା ବିଭାଗ । ଗିରଫ ୨ ଯୁବକ କବିସୂର୍ଯ୍ୟନଗର ଅଞ୍ଚଳର ହୋଇଥିବା ନେଇ ସୂଚନା ମିଳିଛି । ଉଭୟ ଭଦ୍ରକରୁ ବ୍ରାଉନସୁଗାର ଚାଲାଣ କରିବା ବେଳେ ଜବତ କଲା ଅବକାରୀ ଗୁଇନ୍ଦା ବିଭାଗ । ଏହି ଘଟଣାରେ ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking