24.1 C
Bhubaneswar
Saturday, December 27, 2025
Homeଓଡିଶାଜିରୋ ନାଇଟ ପାଇଁ ୧୫ ପ୍ଲାଟୁନ ଫୋର୍ସ

ଜିରୋ ନାଇଟ ପାଇଁ ୧୫ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର: ଆଗକୁ ଆସୁଛି ଜିରୋ ନାଇଟ। ଏହାରି ପୂର୍ବରୁ ତତ୍ପରତା ଦେଖାଇଛି ପ୍ରଶାସନ । ଜିରୋ ନାଇଟ ସେଲିବ୍ରେସନ ପାଇଁ କମିସନରେଟ ପୋଲିସର କଡା ସୁରକ୍ଷାର ବ୍ୟବସ୍ଥା । ସୁରକ୍ଷାରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ରହିବେ ।ଏନେଇ ସୂଚନା ଦେଇଛନ୍ତି ପୋଲିସ କମିସନର ଏସ ଦେବଦତ୍ତ ସିଂ । କହିଛନ୍ତି,ନିଜ ଥାନା ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରିବେ ସମସ୍ତେ ଥାନା ଅଧିକାରୀ । ଅଗ୍ନିଶମବାହିନୀ ପକ୍ଷରୁ ମଧ୍ୟ ସରିଛି ଯାଞ୍ଚ ପ୍ରକ୍ରିୟା । ସୁରକ୍ଷିତ ସହ ଲୋକେ କିଭଳି ସେଲିବ୍ରେସନ କରିବେ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି । ମଦ୍ୟପ ଗାଡି ଚାଳକଙ୍କ ଉପରେ ନଜର ରହିବ । ବ୍ୟାପକ ସୁରକ୍ଷା ବ୍ୟାସ୍ଥା ଗ୍ରହଣ କରିବାକୁ ବାର , ରେଷ୍ଟୁରାଣ୍ଟ ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମହିଳାଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଇଛି କମିସନରେଟ ପୋଲିସ । ନିର୍ଦ୍ଧାରିତ ସମୟ ସୀମା ଭିତରେ କାର୍ଯ୍ୟକ୍ରମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking