18.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶ୧୫ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

୧୫ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

ଛତିଶଗଡ଼: ଛତିଶଗଡ଼ ସୁକମା ଏସ୍‌ପିଙ୍କ ନିକଟରେ ୧୫ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ। ଆତ୍ମସମର୍ପଣକାରୀ ମାଓବାଦୀଙ୍କ ମୁଣ୍ଡରେ ଥିଲା ୪୮ଲକ୍ଷ ପୁରସ୍କାର ରାଶି। ବାଟାଲିୟନ ୧ କମ୍ପାନୀ, କଣ୍ଟା ଦଳମ ଭଳି ବିଭିନ୍ନ ସଂଗଠନରେ ସକ୍ରିୟ ଥିଲେ। ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରୁ ଚାରି ଜଣ ହାର୍ଡକୋର ମାଓବାଦୀ ଥିଲେ। ପାଞ୍ଚ ଜଣ ମହିଳା ଏବଂ ଦଶ ଜଣ ପୁରୁଷ ମାଓବାଦୀ ସୁରକ୍ଷା ବାହିନୀ ନିକଟରେ ଆତ୍ମସମର୍ପଣ କରିବାକୁ ନିଷ୍ପତ୍ତି ନେଇ ମୁଖ୍ୟସ୍ରୋତକୁ ଫେରି ଆସିଛନ୍ତି। ସୁକମା ଜିଲ୍ଲା ପୋଲିସ କହିଛି ଯେ ନିରନ୍ତର ଏନକାଉଣ୍ଟର ଏବଂ ଆତ୍ମସମର୍ପଣ ଯୋଗୁଁ ସୁକମାର ଜଙ୍ଗଲରେ ନକ୍ସଲ ସଂଗଠନ ଦୁର୍ବଳ ହୋଇଯାଇଛି। ମାଓ ସଂଗଠନ ମଧ୍ୟ ଖଣ୍ଡ ଖଣ୍ଡ ହେବାରେ ଲାଗିଛି। ନକ୍ସଲମାନଙ୍କ ଆତ୍ମସମର୍ପଣ ସୁକମାର ବିକାଶର ପଥକୁ ମଜବୁତ କରିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking