17.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶଶ୍ରୀଲଙ୍କାରେ ବନ୍ୟା ଘେରରେ ଗାଁ: ୧୫ ମୃତ, ୪ ଲକ୍ଷ ଲୋକ ପ୍ରଭାବିତ

ଶ୍ରୀଲଙ୍କାରେ ବନ୍ୟା ଘେରରେ ଗାଁ: ୧୫ ମୃତ, ୪ ଲକ୍ଷ ଲୋକ ପ୍ରଭାବିତ

ନୂଆଦିଲ୍ଲୀ: ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର (ଡିଏମସି) ଆଜି ସୂଚନା ଦେଇଛନ୍ତି ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଗଭୀର ବନ୍ୟା ପରିସ୍ଥିତି ପ୍ରତିକୂଳ ପାଗ ଶ୍ରୀଲଙ୍କାରେ ପନ୍ଦର ଜଣଙ୍କ ଜୀବନ ନେଇଛି। ଡିଏମସି ଙ୍କ ସୂଚନା ମୁତାବକ ଦେଶରେ ୪୫୦ ,୦୦୦ ରୁ ଅଧିକ ଲୋକ ବନ୍ୟା, ପ୍ରବଳ ପବନ ଏବଂ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ଏଥିରେ ପନ୍ଦର ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ବାତ୍ୟା ଯୋଗୁଁ ଖରାପ ପାଗ ସହ ପ୍ରବଳ ବର୍ଷା । ତେବେ ଉତ୍ତର, ଉତ୍ତର କେନ୍ଦ୍ରୀୟ ଏବଂ ପୂର୍ବ ତ୍ରିନକୋମାଲି ଜିଲ୍ଲାରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ହେବାର ଆଶଙ୍କା ରହିଛି ବୋଲି ପାଣିପାଗ ବିଭାଗ କହିଛି। ଘଣ୍ଟା ପ୍ରତି ୬୦ କିଲୋମିଟରରୁ ଅଧିକ ପ୍ରବଳ ପବନ ମଧ୍ୟ ଦ୍ୱୀପର କିଛି ଅଂଶରେ ଆସିବ ବୋଲି ଆଶା କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking