ଛତିଶଗଡ଼: ଆତ୍ମସମର୍ପଣ କଲେ ୧୪ ମାଓବାଦୀ । ୧୪ ଜଣଙ୍କ ଭିତରେ ଅଛନ୍ତି ୫ ମହିଳା । ଛତିଶଗଡ଼ର ବସ୍ତର ଜିଲ୍ଲାର ସୁକୁମା ପୋଲିସ ନିକଟରେ କଲେ ଆତ୍ମସମର୍ପଣ । ୮ କ୍ୟାଡରଙ୍କ ନାଁରେ ଥିଲା ୧୬ ଲକ୍ଷ ଟଙ୍କା ପୁରଷ୍କାର । ପୁନର୍ବାସ ନୀତି ଅନୁଯାୟୀ ଥଇଥାନ ପ୍ରତିଶ୍ରୁତି ।