29.1 C
Bhubaneswar
Friday, October 4, 2024
Homeଓଡିଶା୧୪ ମାଓବାଦୀ ନିପାତ

୧୪ ମାଓବାଦୀ ନିପାତ

ଛତିଶଗଡ : ଓଡିଶା ସୀମାନ୍ତ ଛତିଶଗଡରେ ପୁଣି ନକ୍ସଲ ଓ ସୁରକ୍ଷାବାହୀନି ମୁହାମୁହିଁ ହୋଇଛନ୍ତି । ଏଥିରେ ସୁରକ୍ଷାବାହୀନି କୁ ମିଳିଛି ବଡ ସଫଳତା . ..ସୁରକ୍ଷା କର୍ମୀଙ୍କ ଗୁଳିରେ ନିପାତ ମାଓବାଦୀ ସଂଖ୍ୟା ୧୪କୁ ବୃଦ୍ଧି । ମୃତ ମାଓବାଦୀଙ୍କ ସଂଖ୍ୟା ୧୪ ନେଇ ଛତିଶଗଡ ପୋଲିସ ପକ୍ଷରୁ ସୂଚନା । ଛତିଶଗଡ ଦନ୍ତେୱାଡା ଜିଲ୍ଲାରେ ସୁରକ୍ଷା କର୍ମୀଙ୍କ ବଡ ଅପରେସନ । ଦନ୍ତେୱାଡା ଏବଂ ନାରାୟଣପୁର ଜିଲ୍ଲା ସୀମାରେ ଏନ୍‌କାଉଣ୍ଟର ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking