27.1 C
Bhubaneswar
Tuesday, September 17, 2024
Homeଓଡିଶା୧୨୮୦ ଚେକଡ୍ୟାମ ନିର୍ମାଣ ପ୍ରସ୍ତାବ

୧୨୮୦ ଚେକଡ୍ୟାମ ନିର୍ମାଣ ପ୍ରସ୍ତାବ

ଭୁବନେଶ୍ୱର: ରାଜ୍ୟରେ ୧୨୮୦ଟି ଚେକଡ୍ୟାମ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି । ଆଜି ବିଧାନସଭାରେ  ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁଯାୟୀ ୨୦୨୨-୨୫ ଭିତରେ ୧୨୮୦ଟି ଚେକଡ୍ୟାମ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି । ୨୦୨୫ ସୁଦ୍ଧା ୫୮୫ଟି ଚେକଡ୍ୟାମ ନିର୍ମାଣ ସରିବ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ସୂଚନା ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking