aଯାଜପୁର: ଯାଜପୁର ଜିଲ୍ଲା ର କୋରେଇ ବ୍ଲକ ଅନ୍ତର୍ଗତ ଶ୍ରୀ ଶ୍ରୀ ଚୈତନ୍ୟ ମଠ ଧନେଶ୍ୱର ରେ 126ତମ ନବ ରାତ୍ର ନାମ ଯଜ୍ଞ ଗୌରାଙ୍ଗ ମହା ପ୍ରଭୁ ହରି ନାମ ପଚାର ପରମ୍ପରା ଅନୁଯାଇ ଅନୁଷ୍ଠିତ ହେଉଛି ଧନେଶ୍ୱର ଚୈତନ୍ୟ ବିଗ୍ରହ ନବ ଦୀପ ର ଚୈତନ୍ୟ ବିଗ୍ରହ ସହ ସମାନ ହୋଇ ଥିବାରୁ ଧନେଶ୍ୱର କୁ ଦ୍ୱତୀୟ ନବ ଦୀପ ର ମାନ୍ୟତା ଦିଆ ଯାଇଛି କଳି କଳୁଷ ସମାଜ କୁ ଉଦ୍ଧାର କରିବା ପାଇଁ ରାଧା ରମଣ ଦେବ ହରି ରାମ ପଚାର ରେ ଶ୍ରୀ ଶ୍ରୀ ଜଗନ୍ନାଥ ଙ୍କୁ ଦର୍ଶନ କରିବା ପାଇଁ ଆସିଥିଲେ l ରାଧା ରମଣ ଦେବ ଧନେଶ୍ୱର ଚୈତନ୍ୟ ମଠ ରେ କିଛି ଦିନ ଅବସ୍ଥାନ କିଛି ଦିନ ରହି ସମଗ୍ର ଯାଜପୁର ଅଂଚଳ ରେ ହରି ନାମ ପଚାର କରି ଥିଲେ ସମଗ୍ର ଯାଜପୁର ଜିଲ୍ଲା ରେ ହରି ନାମ ପ୍ରଚାର ର କେନ୍ଦ୍ର ବିନ୍ଦୁ ଧନେଶ୍ୱର ଥିଲା l ଏହି ମଠ ସମ୍ପର୍କ ରେ ଅନେକ ଆଲୋକିକ କଥା ମାନ ରହିଛି ବିଶେଷ କଥା ହେଲା ଆଗିରା ପୃ୍ଣ୍ଣିମା ଦିନ ଅଗ୍ନ୍ନି ଉତ୍ସବ କରା ଯାଇ ଵିଧି ଅନୁସାରେ ଅଗ୍ନ୍ନି ଉତ୍ସବ ରୁ ମହା ଦୀପ ରେ ଅଗ୍ନ୍ନି ଅଣା ଯାଇ ନବ ରାତ୍ର ନାମ ଯଜ୍ଞ ର ଶୁଭାଧି ବାସ ହୁଏ ବିଭିନ୍ନ ଗ୍ରାମ ରୁ ଗୌର ଭକ୍ତ ମନେ ଆସି ହରି ନାମ କରି ଥାନ୍ତି ବଉଳ ଗଛ ପରିକ୍ରମା କରି ନାମ ସଂକ୍ରିତନ ରେ ଭାବ ଭକ୍ତି ପ୍ରବଣ ହୋଇ ମର୍ଜୀ ଯାଇ ଥାନ୍ତି ସେତେ ଯେପରି ନିତାଇ ଗୌର ନାଚି ବାର ଦେଖା ଯାଇ ଏହି ପୀଠ କ୍ରୀତନ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରି ଥାଏ ନାମ ଯଜ୍ଞ ସପ୍ତମ ଦିନ ର ଉଦଣ୍ଡ କ୍ରୀତନ ଅତି ମୋନୋ ରମ ଭକ୍ତ ଭାବ ପ୍ରବଣ ହୋଇ ଥିଲା ସମଗ୍ର ଅଂଚଳ ରେ ହରି ରାମ ଖୋଲ କରତାଳ ଧ୍ୱନି ରେ ସମଗ୍ର ଅଂଚଳ ଆଧ୍ୟାତ୍ମିକ ପରି ବେଶ ସୃଷ୍ଟି ହୋଇ ଥିଲା ଠାକୁର ଙ୍କ ବଡ଼ ସିଂହାର ବେଶ ଅତି ଚମତ୍କାର ହୋଇ ଥିଲା ଶ୍ରଦ୍ଧାଳୁ ମନେ ଠାକୁର ଙ୍କୁ ଦର୍ଶନ କରି ଭାବ ଭକ୍ତି ହରି ନାମ ରେ ମର୍ଜୀ ଯାଇ ଥିଲେ l










