ଭୁବନେଶ୍ୱର: ୧୦ ବର୍ଷରେ ହାତୀ ଆକ୍ରମଣରେ ୧୨୦୯ ଜଣଙ୍କ ମୃତ୍ୟୁ ହୋଇଛି । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆଙ୍କ ଉତ୍ତର । ଏଥିରେ ମୃତକଙ୍କ ପରିବାରକୁ ୬ ଲକ୍ଷ ଟଙ୍କା ଦିଆଯାଇଛି । ୧୦ ବର୍ଷରେ ୮୮୮ଟି ହାତୀଙ୍କ ପ୍ରାଣ ଯାଇଛି । ଶିକାରରେ ୩୩, ହତ୍ୟା୧୬, କରେଣ୍ଟ ଲାଗି ୧୫୮ ହାତୀ ମୃତ । ବିଭିନ୍ନ ରୋଗରେ ୩୦୬, ଟ୍ରେନ୍ ଧକ୍କାରେ ୩୭ ହାତୀ ମୃତ ।