29.1 C
Bhubaneswar
Friday, February 6, 2026
Homeଓଡିଶା୧୨ ଘଣ୍ଟିଆ ଦାରିଙ୍ଗିବାଡି ବନ୍ଦ

୧୨ ଘଣ୍ଟିଆ ଦାରିଙ୍ଗିବାଡି ବନ୍ଦ

ବାଲିଗୁଡା:  ଚାରିଛକ ଦୁର୍ଗାପୂଜା ମଣ୍ଡପ ଜମିକୁ ନେଇ ଦାରିଙ୍ଗିବାଡି ବନ୍ଦ କରାଯାଇଛି ।  ଦାରିଙ୍ଗିବାଡି ଦୁର୍ଗାପୂଜା କମିଟି ଓ ବଣିକ ସଂଘ ପକ୍ଷରୁ  ୧୨ ଘଣ୍ଟିଆ ବନ୍ଦ କରାଯାଇଛି । ଦାରିଙ୍ଗିବାଡିର ସମସ୍ତ  ଦୋକାନ ବନ୍ଦ  ରହିବ । କେବଳ  ଜରୁରୀ ସେବା ଜାରି ରହିବ ।  ଚାରିଛକ ଦୂର୍ଗାପୂଜା ମଣ୍ଡପ ଜମିକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ  ହୋଇଛନ୍ତି । ସମାଧାନ ପାଇଁ ଉଭୟ ଗୋଷ୍ଠୀଙ୍କୁ  ନେଇ ତହସିଲଦାରଙ୍କ ଶାନ୍ତି କମିଟି ବୈଠକ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking