24.1 C
Bhubaneswar
Tuesday, February 10, 2026
Homeଓଡିଶା୧୨ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନାହିଁ ଆଇସିୟୁ

୧୨ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନାହିଁ ଆଇସିୟୁ

ଭୁବନେଶ୍ୱର: ରାଜ୍ୟରେ ୧୨ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନାହିଁ ଆଇସିୟୁ ବ୍ୟବସ୍ଥା । ୩୨ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମଧ୍ୟରୁ ୧୨ଟିରେ ନାହିଁ ଆଇସିୟୁ । ଢେଙ୍କାନାଳ , ଝାରସୁଗୁଡା , ରାୟଗଡାରେ ନିର୍ମାଣଧୀନ ଚାଲିଛି । ରାଉରକେଲା ଆଇଜିଏଚରେ ନିର୍ମାଣଧୀନ ରହିଛି ଆଇସିୟୁ ।  ଏପ୍ରିଲ ୨୦୨୫ରୁ କୋରାପୁଟ ମୁଖ୍ୟ ଚିକିତ୍ସାଳୟରେ କାଯ୍ୟକାରୀ ହେବ । ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking