ଭୁବନେଶ୍ୱର : ଗତ ନିର୍ୱାଚନରେ ୧୧୫ କୋଟି ୯୪ ଲକ୍ଷ ୨୬ ହଜାର ଖର୍ଚ୍ଚ ହୋଇଛି । ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉତ୍ତର ରଖିଛନ୍ତି । ଗାଡି ବାବଦକୁ ୮୦ କୋଟି ୯୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଟେଣ୍ଟ , ସାଉଣ୍ଡ ଓ ବାରିକେଡ ପାଇଁ ୩୫ କୋଟି ଖର୍ଚ୍ଚ ହୋଇଛି ।