14.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶଓଡ଼ିଶାରୁ ୧୧ ଜଣଙ୍କୁ ମିଳିବ ପ୍ରଶଂସନୀୟ ସେବା ପଦକ

ଓଡ଼ିଶାରୁ ୧୧ ଜଣଙ୍କୁ ମିଳିବ ପ୍ରଶଂସନୀୟ ସେବା ପଦକ

ନୂଆଦିଲ୍ଲୀ: ଓଡିଶାରୁ ୧୧ ଜଣଙ୍କୁ ମିଳିବ ପ୍ରଶଂସନୀୟ ସେବା ପଦକ ।  ଏଆଇଜି ମହେଶ୍ୱର ସେଠୀ, ଏଏସପି ପ୍ରଦୀପ ପ୍ରଧାନ, ଦେବେନ୍ଦ୍ର ଦାସ,  ଡିଏସପି ଆଶିଷ  ରାଉତ, ଇନ୍ସପେକ୍ଟର ଶ୍ରୀନୀବାସ ଦୋରା ,ଡିଏସପି ହେମାମାଳିନୀ ମାୟକ, କମାଣ୍ଡାଣ୍ଟ ,ସୂଯ୍ୟ ନାରାୟଣ ମଲ୍ଲିକ, ଇନ୍ସପେକ୍ଟର ସନ୍ତୋଷ ମିର୍ଧା , ଏଏସଆଇ ଅରୁଣ ସାମନ୍ତ , ଅରବିନ୍ଦ ଦାସ, କନଷ୍ଟେବଲ ଚିନ୍ମୟୀ ରାଉତଙ୍କୁ ମିଳିବ    ପ୍ରଶଂସନୀୟ ପଦକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking